|
|
|
|
|
|
କàମାରକà‹à¬®à- କà‡à¬°à¬³à¬° ପàରଥମ ଆରଟି(RT) ପରà€à¬•àଷଣ କàଷà‡à¬¤àର |
|
|
|
|
|
|
|
ଏହି ବିଷୟବସ୍ତୁ କିଛି ସମୟ ପାଇଁ ଏକ ପ୍ରଭାବ ପକାଇଥିଲା ଏବଂ ସଫଳତାର ସହ ରାଜ୍ୟରେ ପ୍ରଗତି କରୁଅଛି । ଚାରିଟି ମୁଖ୍ୟ ପର୍ଯ୍ୟଟନ ସ୍ଥଳ ହେଉଛି- କୁମାରକୋମ୍, ୱୟାନାଡ, କୋବଲମ୍, ଏବଂ ଥେକାଡି । ବର୍ତ୍ତମାନ ସେଗୁଡିକ କେରଳର ପ୍ରିୟ ଦାୟିତ୍ୱଶୀଳ ପର୍ଯ୍ୟଟନ (ଆରଟି(RT)) କେନ୍ଦ୍ର ପାଲଟି ଯାଇଛି । ଦାୟିତ୍ୱଶୀଳ ପର୍ଯ୍ୟଟନ ଦ୍ୱାରା ଏହି ସ୍ଥାନର ପୃଷ୍ଠଭୂମିରେ ଏବଂ ପରବର୍ତ୍ତୀ ପଟଭୂମିରେ ହୋଇଥିବା ବିକାଶ ବେଶ୍ ଉଲ୍ଲେଖଯୋଗ୍ୟ ।
କୁମାରକୋମ୍ ହେଉଛି ଭାରତର କେରଳ ରାଜ୍ୟର କୋଟାୟମ୍ ଜିଲ୍ଲାର ପର୍ଯ୍ୟଟନ ଗ୍ରାମ । ଏହି ସ୍ଥାନ ହେଉଛି ବିଭିନ୍ନ ପ୍ରକାରର ବୃକ୍ଷଲତା, କୃଷି ଓ ମାଛ ଚାଷରେ ସମୃଦ୍ଧ କ୍ଷେତ୍ର। କୁମାରକୋମର ସୁସନ୍ତୁଳିତ ଗ୍ରୀଷ୍ଣମଣ୍ଡଳୀୟ ଜଳବାୟୁ ଶୈଳୀ ବିଶ୍ୱ ପର୍ଯ୍ୟଟନ ଚାର୍ଟରେ ଏକ ଚମତ୍କାର ପର୍ଯ୍ୟଟନ ସ୍ଥଳ ।
ପରିସଂସ୍ଥାନର ନିର୍ଦ୍ଧାରଣଗୁଡିକ
- ପକ୍ଷୀ ଅଭୟାରଣ୍ୟ ଯେଉଁଠାରେ 91ଟି ଜାତିର ସ୍ଥାନୀୟ ଓ 50ଟି ଜାତିର ବିଦେଶରୁ ପ୍ରତି ବର୍ଷ ଆସୁଥିବା ପକ୍ଷୀ ଅଛନ୍ତି ।
- 1970 ଏବଂ 80 ଦଶକର ପ୍ରାରମ୍ଭ ସମୟରୁ ଏକ ମାତ୍ର ନାଇଟ୍ ହେରୋନ୍ଙ୍କର ପ୍ରଜନନ କ୍ଷେତ୍ର ।
- ଏକାଧିକ ଜାତିର ମାଛଙ୍କ ପାଇଁ ପ୍ରଜନନ ଓ ଖାଦ୍ୟ ସଂଗ୍ରହ କ୍ଷେତ୍ର ।
- ବହୁ ପ୍ରଜାତିର ଝାଉଁବଣ ରହିଛି, ଯାହା ମଧ୍ୟରୁ ତିନୋଟି କେବଳ କୋମାରକୋମରେ ରିପୋର୍ଟ ହୋଇଛି ।
|
|
|
|
|
|
|
|
|
|
|
|
|
|
|
|
|
|