|
ଆନ୍ତର୍ଜାତୀୟ ସମ୍ମାନଗୁଡିକ |
|
|
|
|
|
|
|
ସାଧାରଣ ନୀତି ଏବଂ ସୁପ୍ରଶାସନ କ୍ଷେତ୍ରରେ ଅଭିନବତା ପାଇଁ ୟୁଏନଡବ୍ଲୁଟିଓ ଉଲିସେସ ସମ୍ମାନ 2013 କୁମରକୋମ୍ ରେସନପନସିବୁଲ୍ ଟୁରିଜିମ୍ ପ୍ରୋଜେକ୍ଟ ପାଇଁ |
|
|
ୱାର୍ଲଡ ଟୁରିଜିମ୍ ଟ୍ରାଭେଲ୍ କାଉନସିଲ୍ ଟୁରିଜିମ୍ ଫର୍ ଟୁମୋର ସମ୍ମାନ |
|
|
- ଲକ୍ଷ୍ୟସ୍ଥଳ ବର୍ଗରେ ତିନୋଟି ଚୂଡାନ୍ତ ସ୍ଥାନଗୁଡିକ ମଧ୍ୟରୁ ଗୋଟିଏ- କେରଳ, 2006
|
|
|
ITB ବର୍ଲିନ୍ |
|
|
- ଆୟୁର୍ବେଦର ପ୍ରଚାର ପାଇଁ ଦାସ ଗୋଲଡେନ୍ ସେଟାଡୋର ସମ୍ମାନ 2013
- ମୁଦ୍ରଣ ପ୍ରଚାର ପାଇଁ ଦାସ ଗୋଲଡେନ୍ ସେଟାଡୋର ସମ୍ମାନ 2012
- ଟିଭି ବିଜ୍ଞାପନ ପାଇଁ ଦାସ ଗୋଲଡେନ୍ ବ୍ରୋଞ୍ଜ ସମ୍ମାନ- ଆପଣଙ୍କର ମୁହୂର୍ତ୍ତ ଅପେକ୍ଷା କରିଛି, 2011
- ମୁଦ୍ରଣ ପ୍ରଚାର ପାଇଁ ଦାସ ଗୋଲଡେନ୍ ସେଟାଡୋର ସମ୍ମାନ, 2007
- ଶ୍ରେଷ୍ଠ କମର୍ସିଆଲ୍ ପାଇଁ ଦାସ ଗୋଲଡେନ୍ ସେଟାଡୋର ସମ୍ମାନ 2006
|
|
|
ପାସିଫିକ୍ ଏସିଆ ଟ୍ରାଭେଲ୍ ଆସୋସିଏସନ (PATA) |
|
|
- ଶ୍ରେଷ୍ଠ ୱେବସାଇଟ୍ ପାଇଁ 2010 ରେ ଗୋଲ୍ଡ ସମ୍ମାନ
- "ଡ୍ରିମ୍ ସିଜିନ୍ ଇନ୍ ଗଡ୍ସ ଓନ୍ କଣ୍ଟ୍ରି" ବିପଣନ ପାଇଁ 2009 ରେ ସ୍ୱର୍ଣ୍ଣ ସମ୍ମାନ
- ଉତ୍ସବମ୍, କେରଳ କଳା ଉତ୍ସବ ପାଇଁ ସ୍ୱର୍ଣ୍ଣ ସମ୍ମାନ 2008 ।
- ଗ୍ରାହକ ଯାତାୟାତ ବ୍ରୋସର- କେରଳ ପର୍ଯ୍ୟଟନ- ଥିମ୍ ବ୍ରୋସର ପାଇଁ 2008ରେ ସ୍ୱର୍ଣ୍ଣ ପୁରୁସ୍କାର
- ସଂସ୍କୃତି- ଅରଣମୁଳା ସାଂସ୍କୃତିକ ଗ୍ରାମ ପାଇଁ ସ୍ୱର୍ଣ୍ଣ ସମ୍ମାନ 2007
- ସ୍ୱର୍ଣ୍ଣ ସମ୍ମାନ 2007 ବ୍ରୋସର- ଲକ୍ଷ୍ୟସ୍ଥଳ ବ୍ରୋସର କିଟ୍ ପାଇଁ
- ଗ୍ରାଣ୍ଡ୍ ସମ୍ମାନ ପରିବେଶ ପାଇଁ- ଶୂନ୍ୟ ଆବର୍ଜନା କୋଭାଲମ୍, 2006
- ଜୈବ ପର୍ଯ୍ୟଟନ- କୁମ୍ବଲାଙ୍ଗି ପର୍ଯ୍ୟଟନ ଗ୍ରାମ ପାଇଁ, ସ୍ୱର୍ଣ୍ଣ ସମ୍ମାନ 2006
- ଆୟୁର୍ବେଦ ପ୍ରକାଶନ: ଦ ମନ୍ତ୍ର ଅଫ୍ ନିରାମୟ ପାଇଁ ସ୍ୱର୍ଣ୍ଣ ସମ୍ମାନ 2006
- ଶ୍ରେଷ୍ଠ ଇ-ବ୍ରୋସର ପାଇଁ ସ୍ୱର୍ଣ୍ଣ ସମ୍ମାନ 2005
- ସଂସ୍କୃତି କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ, 2005
- ସଂସ୍କୃତି ପାଇଁ ସ୍ୱର୍ଣ୍ଣ ସମ୍ମାନ 2004
- ଇକୋଟୁରିଜିମ୍ ପାଇଁ ସ୍ୱର୍ଣ୍ଣ ସମ୍ମାନ 2004
- ଶ୍ରେଷ୍ଠ ସିଡି-ରମ୍ ଆୟୁର୍ବେଦ: ଦ ମନ୍ତ୍ର ଅଫ୍ ନିରାମୟ ପାଇଁ ସ୍ୱର୍ଣ୍ଣ ସମ୍ମାନ 2004
- ଶ୍ରେଷ୍ଠ ସିଡି-ରମ୍, କେରଳ: ଦ ଗ୍ରୀନ୍ ସିମ୍ଫୋନୀ ପାଇଁ ସ୍ୱର୍ଣ୍ଣ ସମ୍ମାନ 2003
- ମାର୍କେଟିଂ ପାଇଁ ସ୍ୱର୍ଣ୍ଣ ସମ୍ମାନ, 2003
- ଐତିହ୍ୟ ପାଇଁ ଗ୍ରାଣ୍ଡ୍ ସମ୍ମାନ 2002
|
|
|
ପାସିଫିକ୍ ଏସିଆ ଟ୍ରାଭେଲ୍ ରାଇଟର୍ସ ଆସୋସିଏସନ (PATWA) |
|
|
- ଇଣ୍ଟରନ୍ୟାସନାଲ୍ ଆୱାର୍ଡ ଫର୍ ଟୁରୁଜିମ୍, 2000-2001
|
|
|
UNESCO ଏସିଆ-ପାସିଫିକ୍ |
|
|
- ହେରିଟେଜ୍ ସମ୍ମାନ- ବିଶେଷ ବର୍ଣ୍ଣନା- ଆର୍କାଲକେଟୁ, କନୁର୍ 2006
|
|
|
ନ୍ୟୁୟୋର୍କ ଆଡ୍ ଭେଷ୍ଟିଭାଲ୍ସ |
|
|
- ଫାଇନାଲିଷ୍ଟ୍ ସମ୍ମାନ - କେରଳ ପର୍ଯ୍ୟଟନ - 2005
|
|
|
ଜାତୀୟ ସମ୍ମାନଗୁଡିକ
|
|
|
ଭାରତ ସରକାର |
|
|
- ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ସବୁଠାରୁ ଅଭିନବ ବ୍ୟବହାର (ମୋଷ୍ଟ୍ ଇନୋଭେଟିଭ୍ ୟୁଜ୍ ଅଫ୍ ଇନଫରମେସନ ଟେକ୍ନୋଲୋଜି/ ଶ୍ରେଷ୍ଠ ୱେବସାଇଟ୍, 2011
- ଶ୍ରେଷ୍ଠ ରାଜ୍ୟ (3ୟ ସ୍ଥାନ), 2010
- ଶ୍ରେଷ୍ଠ ଦାୟିତ୍ୱଶୀଳ ପର୍ଯ୍ୟଟନ ଉଦ୍ୟମ- କୁମାରକୋମ୍ ଆରଟି ପ୍ରକଳ୍ପ, 2009
- ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅତ୍ୟନ୍ତ ଆଧୁନିକ ଉପଯୋଗ (ମୋଷ୍ଟ୍ ଇନୋଭେଟିଭ୍ ୟୁଜ୍ ଅଫ୍ ଇନଫରମେସନ ଟେକ୍ନୋଲୋଜି), 2009
- ସବୁଠାରୁ ଅଭିନବ ଦୁଃସାହାସିକ କାର୍ଯ୍ୟକଳାପ- ଆନ୍ତର୍ଜାତୀୟ ପାରାଗ୍ଳାଇଡିଂ ଚାମ୍ପିଆନ୍ସିପ୍, 2008
- ଶ୍ରେଷ୍ଠ ଦାୟିତ୍ୱବାନ ପର୍ଯ୍ୟଟନ ପ୍ରକଳ୍ପ- ଏକାଠି ଭଲ- ଦାୟିତ୍ୱବାନ ପର୍ଯ୍ୟଟନ ଉଦ୍ୟମ, କେରଳ, 2008
- ଶ୍ରେଷ୍ଠ ପର୍ଯ୍ୟଟନ ଚଳଚ୍ଚିତ୍ର/ ଅଡିଓ ଭିଜୁଆଲ୍ ଉପସ୍ଥାପନା 2008, ଡିଭିଡି DVD ରାପ୍ସୋଡିଜ୍ ଫ୍ରମ୍ ଗଡ୍ସ ଓନ୍ କଣ୍ଟ୍ରି (Rhapsodies from Gods Own Country)
- ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ପର୍ଯ୍ୟଟନରାଜ୍ୟ, 2007
- ଶ୍ରେଷ୍ଠ ପର୍ଯ୍ୟଟନ ପୋର୍ଟାଲ - www.keralatourism.org, 2007
- ପର୍ଯ୍ୟଟନରେ ଶ୍ରେଷ୍ଠ ପ୍ରଦର୍ଶନ ରାଜ୍ୟ, 2006
- ଶ୍ରେଷ୍ଠ ପର୍ଯ୍ୟଟକ ରକ୍ଷଣାବେକ୍ଷଣ – ବନ୍ଧୁତ୍ୱପୂର୍ଣ୍ଣ କୀର୍ତ୍ତି ସ୍ତମ୍ଭ- ସକ୍ଥାନଥାମ୍ପୁରଣ ପ୍ୟାଲେସ 2006
- ଶ୍ରେଷ୍ଠ ପ୍ରକାଶନ- ମନ୍ତ୍ର ଅଫ୍ ନିରାମୟ ଆଣ୍ଡ୍ ଟୁରିଜିମ୍ ହ୍ୟାଣ୍ଡବୁକ୍ , 2006
- ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅତ୍ୟନ୍ତ ଅଭିନବ ବ୍ୟବହାର, 2005-06
- ପର୍ଯ୍ୟଟନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ, 2005
- ପର୍ଯ୍ୟଟକମାନଙ୍କର ଶ୍ରେଷ୍ଠ ରକ୍ଷଣାବେକ୍ଷଣ- ବନ୍ଧୁତ୍ୱପୂର୍ଣ୍ଣ କୀର୍ତ୍ତି ସ୍ତମ୍ଭ- 2005
- ଆୟୁର୍ବେଦ ଉପରେ ପୁସ୍ତକ ପାଇଁ ଶ୍ରେଷ୍ଠ ପ୍ରକାଶନ- 2004- 05
- ଶ୍ରେଷ୍ଠ ବିପଣିତ ଏବଂ ପ୍ରୋତ୍ସାହିତ ରାଜ୍ୟ, 2004
- ପର୍ଯ୍ୟଟକମାନଙ୍କର ଶ୍ରେଷ୍ଠ ରକ୍ଷଣାବେକ୍ଷଣ- ବନ୍ଧୁତ୍ୱପୂର୍ଣ୍ଣ କୀର୍ତ୍ତି ସ୍ତମ୍ଭ- 2004
- ଶ୍ରେଷ୍ଠ ଅଭିନବ ପର୍ଯ୍ୟଟନ ପ୍ରକଳ୍ପ, 2004
- ଶ୍ରେଷ୍ଠ ପ୍ରୋତ୍ସାହନ ସାହିତ୍ୟ, 2004
- ପଞ୍ଚ କର୍ମ ଉପରେ ପୁସ୍ତକ ପାଇଁ ଶ୍ରେଷ୍ଠ ପ୍ରକାଶନ 2003-04
- 2003, 2001, 2000 ଏବଂ 1999ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବରେ- ପର୍ଯ୍ୟଟନରେ ଉତ୍କର୍ଷତା ପାଇଁ ସମ୍ମାନ (ପର୍ଯ୍ୟଟନ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି, ବିକାଶ ଏବଂ ଉନ୍ନତି ପାଇଁ
- ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରେଷ୍ଠ ବିଧି, 2003
- ଶ୍ରେଷ୍ଠ ପ୍ରାକୃତିକ- ପର୍ଯ୍ୟଟନ ଉତ୍ପାଦ, 2003
- ଶ୍ରେଷ୍ଠ ବନ୍ୟପ୍ରାଣୀ ଅଭୟାରଣ୍ୟ, 2003
- ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅତ୍ୟନ୍ତ ଅଭିନୟ ବ୍ୟବହାର, 2002-03
- ସବୁଠାରୁ ଅଧିକ ପର୍ଯ୍ୟଟନ ପାଇଁ ଅନୁକୂଳ ଆନ୍ତର୍ଜାତୀୟ ବିମାନବନ୍ଦର, 2002
- ସବୁଠାରୁ ଅଧିକ ପରିବେଶ ପାଇଁ ଅନୁକୂଳ ସ୍ଥାନ, 2002
- ଶ୍ରେଷ୍ଠ ପର୍ଯ୍ୟଟନ ଚଳଚ୍ଚିତ୍ର, 2001
- ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅତ୍ୟନ୍ତ ଅଭିନବ ବ୍ୟବହାର, 2000-01
- ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅତ୍ୟନ୍ତ ଅଭିନବ ବ୍ୟବହାର, 2008-09
|
|
|
ଆଉଟଲୁକ୍ ଟ୍ରାଭେଲର- ଟିଏଏଆଇ |
|
|
|
|
|
ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଫଆଇସିସିଆଇ) |
|
|
- ଶ୍ରେଷ୍ଠ ବିପଣନ ପାଇଁ ସମ୍ମାନ, 2003
- ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ପର୍ଯ୍ୟଟନ କ୍ଷେତ୍ରରେ ଶ୍ରେଷ୍ଠ ବ୍ୟବହାର ପାଇଁ ପୁରସ୍କାର, 2004
|
|
|
ଗାଲିଲିଓ- ଏକ୍ସପ୍ରେସ୍ ଟ୍ରାଭେଲ୍ ଟୁରିଜିମ୍ |
|
|
- ଶ୍ରେଷ୍ଠ ରାଜ୍ୟ ପର୍ଯ୍ୟଟନ ବୋର୍ଡ ସମ୍ମାନ, 2006
- ଶ୍ରେଷ୍ଠ ରାଜ୍ୟ ପର୍ଯ୍ୟଟନ ବୋର୍ଡ ସମ୍ମାନ, 2005
- ଶ୍ରେଷ୍ଠ ରାଜ୍ୟ ପର୍ଯ୍ୟଟନ ବୋର୍ଡ ସମ୍ମାନ, 2003
|
|
|
ନେଟ୍ 4 ପିସି ୱାର୍ଲଡ |
|
|
- ପର୍ଯ୍ୟଟନ ବର୍ଗରେ ଶ୍ରେଷ୍ଠ ୱେବସାଇଟ୍ ପାଇଁ ସମ୍ମାନ, 2008
|
|
|
ଇଣ୍ଡିଆନ ଆସୋସିଏସନ ଅଫ୍ ଟୁର୍ ଅପରେଟର୍ସ (ଆଇଏଟିଓ) |
|
|
- ଶ୍ରେଷ୍ଠ ସିଡିଗୁଡିକ ପାଇଁ ସମ୍ମାନ, 2004
|
|
|
ଏନଡିଟିଭି |
|
|
- ପର୍ଯ୍ୟଟନ ବର୍ଗରେ ବିଜନେସ ଲିଡରସିପ୍ ଆୱାର୍ଡ, 2007
|
|
|
ସିଏନବିସି ଆୱାର୍ଡ |
|
|
- ଶ୍ରେଷ୍ଠ ପର୍ଯ୍ୟଟନ ବୋର୍ଡ, 2009
- ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ, 2009
- ଶ୍ରେଷ୍ଠ ରାଜ୍ୟ ପର୍ଯ୍ୟଟନ ବୋର୍ଡ- କେରଳ, 2007
- ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ- ଠିକାଡି, 2007
|
|
|
କେରଳ ରାଜ୍ୟ ଇ- ଗଭର୍ଣ୍ଣାନ୍ସ ସମ୍ମାନ |
|
|
|
|
|
|
|