Trade Media
     

କୁଣ୍ଡାଲା

ସମୁଦ୍ର ପତନ ଠାରୁ 1600 ମିଟର ଉଚ୍ଚରେ ଅବସ୍ଥିତ ଏହି ଶୈଳନିବାସ ଏକଦା ଦକ୍ଷିଣ ଭାରତରେ ବ୍ରିଟିଶ ସରକାରଙ୍କର ଗ୍ରୀଷ୍ଣନିବାସ ଥିଲା। ବିସ୍ତୀର୍ଣ୍ଣ ଚା’ ଉଦ୍ୟାନ, ସୁନ୍ଦରତାରେ ପରିପୂର୍ଣ୍ଣ ସହର, ଚଉଡା ଗଳି ଏବଂ ଅବସର ବିନୋଦର ସୁବିଧା ଏହି ସହରକୁ ଲୋକପ୍ରିୟ ରିସର୍ଟ ସହରରେ ପରିଣତ କରିଛି । ଏଠାକାର ଜଂଗଲରେ ଓ ଘାସଭୂଇଁଗୁଡିକରେ ନୀଳକୁରିଞ୍ଜି ଦେଖିବାକୁ ମିଳେ। ଏହି ଫୁଲ ପ୍ରତି 12 ବର୍ଷରେ ଥରେ ପର୍ବତକୁ ଆଛାଦିତ କରିଥାଏ, ଯାହାକି 2018 ମସିହାରେ ଫୁଟିବ । ମୁନାରରେ ମଧ୍ୟ ରହିଛି ଦକ୍ଷିଣ ଭାରତର ସର୍ବୋଚ୍ଚ ଶୃଙ୍ଗ ଆନାମୁଡି, ଯାହାକି ପ୍ରାୟ 2695 ମିଟର ଉଚ୍ଚ। ଏହା ପର୍ବତାରୋହଣ ପାଇଁ ଏକ ଆଦର୍ଶ ସ୍ଥାନ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia